Advertisment

ଗାତରେ ଲୁଚିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ?

ଭାରତର ଘନ ଘନ ଆକ୍ରମଣ ଭିତରେ ଡରିଗଲେ କି ପାକିସ୍ତାନ ପ୍ରଧାନମନ୍ତ୍ରୀ? ଏୟାରଷ୍ଟ୍ରାଇକ୍‌ କୁ ଦେଖି ଛାନିଆ ହୋଇଗଲେ କି ସହବାଜ ସରିଫ? କେମିତି ଭାରତକୁ କାଉଣ୍ଟର କରିବେ କିଛି ବୁଝି ପାରୁନାହାନ୍ତି।

author-image
Tapaswini Nayak

ଭାରତର ଘନ ଘନ ଆକ୍ରମଣ ଭିତରେ ଡରିଗଲେ କି ପାକିସ୍ତାନ ପ୍ରଧାନମନ୍ତ୍ରୀ? ଏୟାରଷ୍ଟ୍ରାଇକ୍‌ କୁ ଦେଖି ଛାନିଆ ହୋଇଗଲେ କି ସହବାଜ ସରିଫ? କେମିତି ଭାରତକୁ କାଉଣ୍ଟର କରିବେ କିଛି ବୁଝି ପାରୁନାହାନ୍ତି। ହଜି ଯାଇଛି ତାଙ୍କ ବୁଦ୍ଧି ବାଟ। ଭୟରେ ବିଳିବିଳେଇ ସୁରକ୍ଷା ବଙ୍କରରେ ପଶିଗଲେ ନା ଦେଶ ବାହାରେ କେଉଁଠି ଲୁଚିଗଲେ। ଘଡିସନ୍ଧି ମୁହୂର୍ତ୍ତରେ ସହବାଜ ସରିଫଙ୍କ ଗାଏବକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

Advertisment
Operation Sindoor Pakistan
Advertisment
Advertisment