Advertisment

କାନ୍ଦୁଛି ପାକିସ୍ତାନ, ମାଗିଲାଣି ଭିକ

ଭାରତର ଆକ୍ରମଣ ପରେ କାନ୍ଦୁଛି ପାକିସ୍ତାନ। କାଙ୍ଗାଳା ହୋଇଗଲାଣି ପଡୋଶୀ ଦେଶ। ମାତ୍ର ଦୁଇ ଦିନରେ ଆଣ୍ଠେଇଲାଣି। ପାକିସ୍ତାନର ହେଲାଣି ହାଲତ ଖରାପ। କାଙ୍ଗାଳ ପାକିସ୍ତାନ ବିଶ୍ୱ ଆଗରେ ପତାଇଲାଣି ହାତ। ବନ୍ଧୁରାଷ୍ଟ୍ରକୁ ସହାୟତା ପାଇଁ କାକୁତି ମିନତୀ ହେଉଛି।

author-image
Tapaswini Nayak

ଭାରତର ଆକ୍ରମଣ ପରେ କାନ୍ଦୁଛି ପାକିସ୍ତାନ। କାଙ୍ଗାଳା ହୋଇଗଲାଣି ପଡୋଶୀ ଦେଶ। ମାତ୍ର ଦୁଇ ଦିନରେ ଆଣ୍ଠେଇଲାଣି। ପାକିସ୍ତାନର ହେଲାଣି ହାଲତ ଖରାପ। କାଙ୍ଗାଳ ପାକିସ୍ତାନ ବିଶ୍ୱ ଆଗରେ ପତାଇଲାଣି ହାତ। ବନ୍ଧୁରାଷ୍ଟ୍ରକୁ ସହାୟତା ପାଇଁ କାକୁତି ମିନତୀ ହେଉଛି।

Advertisment
Pakistan Operation Sindoor
Advertisment
Advertisment