Advertisment

ପାକିସ୍ତାନରେ ମରୁଡ଼ି, କାନ୍ଦିଲେଣି ଶେହବାଜ!

ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନ ପାଣି ମୁନ୍ଦାଏ ପାଇଁ ହେଲାଣି ଛଟପଟ। ଦିନକୁ ଦନ ସଙ୍ଗୀନ ହେବାରେ ଲାଗିଲାଣି ସ୍ଥିତି। ଶୋଷରେ ଆଉଟୁପାଉଟୁ ହେଲାଣି ଶତ୍ରୁଦେଶ।

author-image
Tapaswini Nayak

ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନ ପାଣି ମୁନ୍ଦାଏ ପାଇଁ ହେଲାଣି ଛଟପଟ। ଦିନକୁ ଦନ ସଙ୍ଗୀନ ହେବାରେ ଲାଗିଲାଣି ସ୍ଥିତି। ଶୋଷରେ ଆଉଟୁପାଉଟୁ ହେଲାଣି ଶତ୍ରୁଦେଶ। ମୁହଁଫୁଟାଣି ମାରୁଥିବା ପାକିସ୍ତାନର ପାଣି ପାଣି କହି ଶୁଖିଗଲାଣି ତଣ୍ଟି। ଖରିଫ ଫସଲ ପାଇଁ ନଦୀ ଏବଂ କେନାଲରୁ ପାଣି ନ ମିଳିବାରୁ ଚିନ୍ତା ପଡିଲେଣି ଚାଷୀ।

Advertisment
Pakistan
Advertisment
Advertisment