ୟୁକ୍ରେନର ଦକ୍ଷିଣପୂର୍ବରେ ଥିବା ସମୁଦ୍ରକୂଳିଆ ସହର ମାରିଓପୋଲ୍ କାହିଁକି ଋଷ୍ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ। କାହିଁକି ଏହି ସୁନ୍ଦର ସହରକୁ ନିଜ କବଜାକୁ ନେଇବାକୁ ଚେଷ୍ଟା ଚଳାଇଛି ଋଷ୍। ଋଷ୍ ପାଇଁ ଏହା ବିପଦ ସୃଷ୍ଟି କରିପାରେ କି? ଦେଖନ୍ତୁ ଏହି ଭିଡିଓ ଷ୍ଟୋରୀ।
Published: Otv Khabar Bureau
Last updated: 25 March 2022, 09:21 AM IST
ଋଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ ହେଉନି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୋଧହୁଏ ଏହା ସବୁଠାରୁ ଲମ୍ବା ଲଢ଼େଇ। ରକ୍ତମୁଖା ଋଷକୁ କେହି ଅଟକେଇ ପାରୁନାହାଁନ୍ତି। ଆଜିର ବିଶ୍ୱ ଏତେ ଅସହାୟ କାହିଁକି? ଏହି ଯୁଦ୍ଧ ପୃଥିବୀକୁ ଧ୍ୱଂସ ଆଡ଼କୁ ନେଇଯାଉନି ତ?