Jay jaganath
ଚକାଚକା ଆଖି... ଲାଖି ଯାଉଛି ମନ । ଭାଇ ଭଉଣୀଙ୍କ ସହ ବସି ଖିଲିଖିଲି ହସୁଛି କଳାଜହ୍ନ । ବିଶ୍ୱନିଅନ୍ତା ସବୁଠି ବିଦ୍ୟମାନ । ଏ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିରର ଦୃଶ୍ୟ । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)