Advertisment

ସାଂସଦଙ୍କ ଉପରେ ଉଡିଲା ନୋଟ

ସାଂସଦଙ୍କ ଉପରେ ଡଲାର ବର୍ଷା । ଉଡିଲା ଡଲାର, ୫୦୦ ଟଙ୍କିଆ ନୋଟ । ଖାଲି ନୋଟ ନୁହେଁ, ସୁନା ରୂପାରେ ବି ବୁଡିଲେ ସାଂସଦ । ଦେଖନ୍ତୁ ଏ ଦୃଶ୍ୟକୁ,କେମିତି ଉଡୁଛି ବିଡା ବିଡା ନୋଟ । ଯେମିତି ପଇସା ତ ନୁହେଁ ରଦ୍ଦି କାଗଜ । କୌଣସି ସାଂସଦଙ୍କୁ ଏମିତି ପ୍ରକାର ସମ୍ମାନ ନା ଆଗରୁ କିଏ ଦେଖିଥିବେ ନା କେହି କରିଥିବେ । ସୁନା, ରୁପା ଓ ଡଲାରରେ ସାଂସଦଙ୍କୁ ଏପରି ସମ୍ମାନିତ କରାଗଲା ଯେ, ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବ।

author-image
Tapan Kumar Swain