ୟୁକ୍ରେନ-ଋଷିଆ ଯୁଦ୍ଧ ବେଳେ ଋଷିଆ ଉପରେ ଡିଜିଟାଲ ଷ୍ଟ୍ରାଇକ କଲା ଗୁଗୁର। ଅଚାନକ ବନ୍ଦ ହୋଇଗଲା ସବୁ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମର ମନିଟାଇଜେସନ୍...ଚିନ୍ତାରେ ପୁଟିନ୍, ଦୋହଲି ଯିବ ଋଷିଆର ଅର୍ଥନୀତି...
Published: Otv Khabar Bureau
Last updated: 28 February 2022, 09:46 AM IST
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?