Advertisment

ଭାରତରେ ସୁରକ୍ଷିତ ରହିବେ ବିଜୟ ମାଲ୍ୟା ଏବଂ ନୀରବ ମୋଦୀଙ୍କ ଭଳି ପଳାତକ

ଭାରତ ଫେରିବେ ବିଜୟ ମାଲ୍ୟା, ନୀରବ ମୋଦୀ। ଏଠାରେ ତିହାର ଜେଲ୍‌ରେ ରହିବେ। ନିକରେ ବ୍ରିଟେନର କ୍ରାଉନ ପ୍ରୋସିକ୍ୟୁସନ ସର୍ଭିସ ବା CPSର ଏକ ଟିମ୍ ତିହାର ଜେଲର ନିରୀକ୍ଷଣ କରିଛି। ବିଜୟ ମାଲ୍ୟା ଏବଂ ନୀରବ ମୋଦୀଙ୍କ ଭଳି ପଳାତକଙ୍କୁ ଭାରତ ଆଣିବାର ପ୍ରୟାସକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଗସ୍ତ କରାଯାଇଛି।

author-image
Tapan Kumar Swain