Advertisment

ଆଶ୍ଚର୍ଯ୍ୟ !ସମୁଦ୍ର ତଳେ ସହର ଠାବ

ସମୁଦ୍ର ତଳେ ସହର । ୮୫୦୦ ବର୍ଷ ପୁରୁଣା ସହରର ମିଳିଲା ସନ୍ଧାନ । ସମୁଦ୍ର ତଳେ ହିମଯୁଗର ସହରକୁ ଦେଖି ଆଶ୍ଚର୍ଯ୍ୟ ବୈଜ୍ଞାନିକ । ସମୁଦ୍ର ଗର୍ଭରେ ଗୋଟିଏ ପ୍ରାଚୀନ ସହରର ସନ୍ଧାନ ମିଳିଛି । ଆପଣ ଭାବୁଥିବେ ଆମେ ଦ୍ୱାରିକା ନଗରୀ ବିଷୟରେ କହୁଥିବୁ । କିନ୍ତୁ ନା, ଦ୍ୱାରିକା ନଗରୀ ଭଳି ଏକ ବହୁ ପ୍ରାଚନୀ ସହର ସମୁଦ୍ର ତଳୁ ଠାବ ହୋଇଛି । ଯାହାକୁ 'ପ୍ରସ୍ତର ଯୁଗର ଆଟଲାଣ୍ଟିସ' ବୋଲି କୁହାଯାଉଛି ।

author-image
Tapan Kumar Swain