Advertisment

ଭୁଶୁଡୁଛି ଆତଙ୍କୀର ଗଡ଼

ହସ୍ପିଟାଲରେ ଶେଷ ନିଶ୍ୱାସ ଗଣୁଛି ଲସ୍କରର ସହ ପ୍ରତିଷ୍ଠାତା ଅମିର ହମ୍‌ଜା। କିଛି ସନ୍ଦିଗ୍ଧ ଯୁବକ ଲାହୋର ସ୍ଥିତ ହମଜାର ଘରେ ପଶି ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Tapaswini Nayak

Pakistan
Advertisment
Advertisment