Advertisment

ଅଧା ଫେରାଇବ ଆମେରିକା

ନିଜ ଗୋଡରେ ନିଜେ କୁରାଢୀ ମାରିଛି ଆମେରିକା। ଟ୍ରମ୍ପଙ୍କ ଟାରିଫ୍ ବୋମା ନିଜ ଉପରେ ଫୁଟିବ। ଭାରତଠାରୁ ଆଦାୟ କଲେ ବି ଅଧା ଫେରାଇବ। ଲାଗିପାରେ ଆମେରିକା କୋର୍ଟଙ୍କ ସାଂଘାତିକ ଛାଟ। ଏବେ ଆମେରିକା ସରକାର ନିଜେ ଏପରି ବୟାନ ଦେବା ପରେ ସମସ୍ତଙ୍କ ପାଇଁ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

author-image
Tapan Kumar Swain