Love Beyond Death
ନିର୍ମଳ ଚେହେରା, ସୁନ୍ଦର ଠାଣି ଆଉ ହସ ହସ ମୁଖ... କେତେ ଜୀବନ୍ତ ସତରେ ଏ ପ୍ରତିମୂର୍ତ୍ତି । ଆଜ୍ଞା ହଁ, ଏ ହେଉଛି ପ୍ରତିମୂର୍ତ୍ତିଟିଏ, କୌଣସି ଜୀବନ୍ତ ବ୍ୟକ୍ତି ନୁହଁନ୍ତି... ସୋଫା ଉପରେ ବସିଥିବା ଏ ବ୍ୟକ୍ତି ଜଣକ ଦୁଇ ବର୍ଷ ହେବ ଆରପାରିକୁ ଚାଲି ଗଲେଣି । ହେଲେ ଏ ମୂର୍ତ୍ତି ତାଙ୍କୁ ଜୀବନ୍ତ କରିଦେଇଛି । କେବଳ ମୂର୍ତ୍ତି ତିଆରି ନୁହେଁ, ପରିବାର ଲୋକେ ପ୍ରାଣ ପ୍ରତିଷ୍ଠା ବି କରାଇଛନ୍ତି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ନେଇଛନ୍ତି ଏପରି ଭିନ୍ନ ପଦକ୍ଷେପ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)