Advertisment

ବେଙ୍ଗ ବାହାଘର କଲେ ବର୍ଷିବ ବର୍ଷା!

ବର୍ଷା ପାଇଁ ବେଙ୍ଗ ବିବାହ ଆଉ ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ ପାଇଁ କରାଯାଉଛି ଯଜ୍ଞ। ଆପଣଙ୍କୁ ଏହା ବିଚିତ୍ର ଲାଗୁଥିବ। ହେଲେ ଏହା କେବଳ ପୁରାଣର କାହାଣୀ ନୁହେଁ, ଏବେ ବି ଓଡ଼ିଶାରେ ଏହି ପରମ୍ପରାକୁ ମାନୁଛନ୍ତି ଲୋକେ। ପୁରୀ ଜିଲ୍ଲାରେ କମ ବର୍ଷା ଯୋଗୁଁ କୃଷି କ୍ଷେତ୍ରରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରିବାକୁ ଗାଁରେ ଚାଲିଛି ଯଜ୍ଞ। କେନ୍ଦୁଝରରେ ମଧ୍ୟ ସ୍ବଳ୍ପ ବର୍ଷା ଚାଷକୁ ବେଶ ପ୍ରଭାବିତ କରିଛି। ବର୍ଷା ଆଶାରେ ଗାଁ ଲୋକେ ବେଙ୍ଗ ବିବାହ କରାଇଛନ୍ତି। ଇନ୍ଦ୍ରଦେବ କାଳେ ଏଥିରେ ଖୁସି ହେବେ, ଆଉ ବର୍ଷା କରାଇବେ ବୋଲି ସେମାନେ ଆଶା ରଖିଛନ୍ତି।

author-image
Chinmayee Sahoo

Frog Dance Marriage
Advertisment
Advertisment