Special Story: This Odisha Teacher Turns School Into Star Hotel
ପିଲାଟି ଦିନରୁ ଥିଲା କିଛି ନୂଆ କରିବାର ଆଶା, ଆଉ ସେଇ ଆଶା, ନୂଆ ପରିକଳ୍ପନା ବାସ୍ତବ ରୂପ ନେଲା । ଆପଣ ଭାବୁଥିବେ କୌଣସି ହୋଟେଲ୍ କି କୌଣସି ବଡ଼ ବଡ଼ିଆ ଲୋକଙ୍କ ଘର ହୋଇଥିବ ନିଶ୍ଚୟ । ଜଣେ ଶିକ୍ଷକଙ୍କ ସ୍ୱପ୍ନ । ଆଉ ସେହି ସ୍ୱପ୍ନ ଆଜି ଯେମିତି ସୁନେଲି ସକାଳରେ ପରିଣତ ହୋଇଛି । ତାଙ୍କ ସ୍କୁଲ କୁତ୍ରା ଉଚ୍ଚ ବିଦ୍ୟାଳୟ ପାଇଛି ନୂଆ ଜୀବନ । ଝଲସୁଛି, ହସୁଛି... ଆଉ କୁନିକୁନି ପିଲାମାନଙ୍କୁ ମଣିଷ କରି ଗଢ଼ିତୋଳିବାକୁ ଯେମିତି ହାତଠାରି ଡାକୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)