""
ଭଲ ଖବର Videos ୯ମ ଶ୍ରେଣୀ ଝିଅର ବାହାନଗା କାହାଣୀ ବାହାନଗା ରେଳ ଦୁର୍ଘଟଣା । ସେ ଦିନର ସେ କଳା ରାତିକୁ ମନେପକାଇଲେ ଆଜି ବି ଛାତି ଥରି ଉଠେ । ଅକାଳରେ ଚାଲିଗଲା ଶହଶହ ଲୋକଙ୍କ ଜୀବନ । ଉଜୁଡ଼ିଗଲା କାହିଁ କେତେ ପରିବାର । କିଏ ସ୍ବାମୀଙ୍କୁ ହରାଇଲା ଆଉ କିଏ ଭେଣ୍ଡିଆ ପୁଅକୁ... ଆଉ ପୁଣି କୋଉ ମା’ର କୋଳ ହୋଇଗଲା ଖାଲି । Pallipuspa Samal 24 Jul 2024 10:04 IST Bahanaga Train Tragedy Train AccidentAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ