Mumbai Couple Donation
ଆଜି ବି ବଞ୍ଚିଛି ମଣିଷ ପଣିଆ । ଏବେ ବି ହଜିନି ମାନବିକତା । ବିଦେଶ ବୁଲିବାକୁ ଏକ ଲକ୍ଷ ୯ ହଜାର ଟଙ୍କା ସଞ୍ଚୟ କରିଥିଲେ ଏମାନେ, ହେଲେ ପହଲଗାମ ଆତଙ୍କୀ ହମଲା ପରେ ବୁଲିବାକୁ ନଯାଇ ସେହି ଟଙ୍କାକୁ ଜଣେ ସହିଦ ଯବାନଙ୍କ ପରିବାରକୁ ଦାନ କରିଛନ୍ତି । ଦେଶ ସୁରକ୍ଷାରେ ଥିବା ୨୦ ବର୍ଷୀୟ ଯବାନ ମୁରଲୀ ନାୟକ ସହିଦ ହେବା ପରେ ତାଙ୍କ ପରିବାର ପାଖରେ ଛିଡ଼ା ହୋଇଛନ୍ତି ଏହି ଦମ୍ପତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)