Special Story: Former Nuclear Scientist Earns MBA from IIM Sambalpur at 84, Proves Age Is No Barrier
୮୪ ବର୍ଷ ବୟସରେ MBA ଡିଗ୍ରୀ । ସମ୍ବଲପୁର IIMରୁ ନେଲେ ପ୍ରମାଣପତ୍ର । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର କଲେ ସମ୍ବୋଧିତ । ଏ ୮୪ ବର୍ଷୀୟ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ଅବସରପ୍ରାପ୍ତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଗିରିଶ ମୋହନ ଗୁପ୍ତା । ସମ୍ୱଲପୁର IIM ସମାବର୍ତ୍ତନ ଉତ୍ସବରେ ବିଜନେସ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଗିରିଶ । ଆଗକୁ ମଧ୍ୟ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି । IIMରୁ ଯୁବ ପ୍ରତିଭା ଡିଗ୍ରୀ ସାର୍ଟିଫିକେଟ ନେବାବେଳେ ସେ ବାରିହୋଇ ପଡୁଥିଲେ । ମଞ୍ଚରେ ଉପସ୍ଥିତ ଲୋକଙ୍କ ଆଖି ତାଙ୍କ ଉପରେ ହିଁ ଲାଖି ଯାଇଥିଲା । ଜଣେ ବୃଦ୍ଧ ବ୍ୟକ୍ତି କଣ ପାଠ ପଢୁଛନ୍ତି, ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା, ହେଲେ ଓଟିଭି ସାମ୍ନାରେ ଗିରିଶ ଯାହା ବଖାଣିଥିଲେ, ଶୁଣିଲେ ବାଃ ବାଃ କହି ରହିପାରିବେନି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)