୫ ପୁଅ ଝିଅ ଥାଇ ବି ବୃଦ୍ଧ ବାପା ମାଆଙ୍କୁ ପଚାରୁନାହାନ୍ତି। ଖାଲି ସେତିକି ନୁହେଁ, ମାଡ଼ ମାରିବାକୁ ବି ପଛାଉ ନାହାନ୍ତି। ପୁଅ ମାଡ଼ ଭୟରେ ମେଡିକାଲରେ ଦିନ କାଟୁଛନ୍ତି ବୃଦ୍ଧ ବାପା ମାଆ।
Published By: Sonali Ojha
Last updated: 05 April 2024, 01:25 PM IST
ସୁସ୍ଥ ହେବା ପରେ ମଧ୍ୟ ପରିବାରର କେହି ନେଉ ନାହାନ୍ତି । ୫ ପୁଅ ଥିବା ସତ୍ତ୍ବେ ନିରାଶ୍ରୟ ହୋଇ ପଡ଼ିଛନ୍ତି ।