yoga
ଯୋଗ_କରି_ରୋଗକୁ_ବାଏ_ବାଏ
ଯୋଗ ଦିଏ ନିରୋଗ ଜୀବନ, ଯୋଗ ଦେଖାଏ ସୁସ୍ଥ ଜୀବନଶୈଳୀର ନୂଆ ବାଟ। ଏକଥା ଆମେ କହୁନୁ। କିଛି ଅନୁଭବି ବଖାଣିଛନ୍ତି ତାଙ୍କ ମୁହଁରେ। ପରିଣତ ବୟସରେ କିଏ ଯୁବ ସୁଲଭତାର କଥା କହିଛନ୍ତି ତ ଆଉ କିଏ ରୋଗଦୁଃଖରୁ ମୁକ୍ତି ପାଇଥିବା ଦାବି କରିଛନ୍ତି। ବିଶ୍ବ ଯୋଗ ଦିବସ ଅବସରରେ ଆସନ୍ତୁ ଭେଟିବା, ଜୀବନ ଶୈଳୀରେ ଯୋଗକୁ ଯୋଡ଼ି ଯୁବ ଅନୁଭବ କରୁଥିବା କିଛି ସାଧକଙ୍କୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)