Advertisment

‘୨୦ ବର୍ଷ ହେଲା କାଳିଆ ସେବା କରୁଛୁ’

ମହାପ୍ରଭୁଙ୍କ ସେବାରେ ଲାଗିବ ସୋଲଫୁଲ । ଫୁଲ ତିଆରି କାମରେ ଲାଗିଛନ୍ତି ପୂରା ପରିବାର । କିଏ ସୋଲକୁ କାଟି କଦମ୍ବ ଫୁଲ ତିଆରି କରୁଛନ୍ତି ତ ପୁଣି କିଏ ସେବତି ଫୁଲର ଆକାର ଦେଉଛନ୍ତି ସୋଲକୁ । ମହାପ୍ରଭୁଙ୍କ ସେବା ପାଇଁ ପୂରା ପରିବାର ହୋଇଯାଇଛି ଏକାଠି ।

author-image
Sonali Ojha

Ratha Jatra
Advertisment
Advertisment