Advertisment

ସବୁବେଳେ ଗୁପ୍ତ ସ୍ନାନ ଆଜି ପ୍ରଘଟ କାହିଁକି?

ମହାପ୍ରଭୁ ସବୁବେଳେ ମନ୍ଦିର ଭିତରେ ଗୁପ୍ତ ଭାବେ ସ୍ନାନ କରିଥାନ୍ତି। ହେଲେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ସ୍ନାନ ମଣ୍ଡପରେ ବିରାଜିବେ ମହାବାହୁ। ସେଠାରେ ହେବ ତାଙ୍କ ସ୍ନାନ ନୀତିକାନ୍ତି। ସେଠାରେ ହେବ ତାଙ୍କ ମଙ୍ଗଳ ଆଳତୀ, ଜଳଲାଗି।

author-image
Sujit kumar Swain

Lord Jagannath
Advertisment
Advertisment