Advertisment

ରତ୍ନବେଦିରୁ ଜନ୍ମବେଦି

ରତ୍ନବେଦିରୁ ଜନ୍ମବେଦି। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ ଜଗନ୍ନାଥ। ଜନସମୁଦ୍ର ବଡ଼ଦାଣ୍ଡ ଏବେ ଦେଖନ୍ତୁ ପହଣ୍ଡିଠୁ ନେଇ ରଥଟଣା ଯାଏଁ ଆଜି କେମିତି ଥିଲା ବଡ଼ଦାଣ୍ଡର ଦୃଶ୍ୟ।

author-image
Sujit kumar Swain

Ratha Jatra
Advertisment
Advertisment