ରଥାରୂଢ଼ ଶ୍ରୀଜିଉ
ସରିଲା ପହଣ୍ଡି ବିଜେ । କାଳିଆ ସାଆନ୍ତ ଭାଇଭଉଣୀ ସହ ରଥରେ ବିରାଜମାନ କରିଛନ୍ତି। ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହେଲେ ।ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ରଥାରୂଢ଼ ହେଲେ ଶ୍ରୀଜଗନ୍ନାଥ ।
Advertisment
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
ରଥାରୂଢ଼ ଶ୍ରୀଜିଉ
ସରିଲା ପହଣ୍ଡି ବିଜେ । କାଳିଆ ସାଆନ୍ତ ଭାଇଭଉଣୀ ସହ ରଥରେ ବିରାଜମାନ କରିଛନ୍ତି। ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହେଲେ ।ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ରଥାରୂଢ଼ ହେଲେ ଶ୍ରୀଜଗନ୍ନାଥ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)