ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ କେମିତି କାମ କରୁଛି କ୍ୟାମେରା ? କେମିତି ଚାଲିଛି ଟେକ୍ନୋଲୋଜିର ବ୍ୟବହାର ? ସବୁ ବୁଝାଇ କହିଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।
Published By: Sujit kumar Swain
Last updated: 27 June 2025, 10:08 PM IST
ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ହୋଇ ସାରିଥାଏ, କିନ୍ତୁ ସେ ଅଣସର ଘରେ ରହିଥିବାରୁ ସପ୍ତମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ବାକିଥାଏ l ଗୋଟିଏ ଦିନ ବି ସେ ମାଆ ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନଥାନ୍ତି l ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି lଏହାକୁ କୋଉ ଘରଣୀ ସହିବ?