Nabajouban Darshan
ଅଣସର ପରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତ। ଆଜି ସକାଳୁ ସକାଳୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି। ଅନବସର ତାଟି ଫିଟିବା ପରେ ଆରମ୍ଭ ହୋଇଥିଲା ପରମାଣିକ ଦର୍ଶନ। ତେବେ ଘୋଷଯାତ୍ରାର ଦିନକ ପୂର୍ବରୁ ଆଜି କିଭଳି ଥିଲା ଭାବମୟ ପରିବେଶ ଦେଖନ୍ତୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)