Advertisment

ମୁଁ ଓ ମୋ ସରକାର କ୍ଷମା ମାଗୁଛୁ

ପୁରୀ ଦଳଚକଟା ଘଟଣାରେ ସୁରକ୍ଷାରେ ଅବହେଳା ସ୍ୱୀକାର କଲେ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏ ଘଟଣାରେ  ମୁଁ ଓ ମୋ ସରକାର କ୍ଷମା ମାଗୁଛୁ। ଅବହେଳା  ଅକ୍ଷମଣୀୟ, ସୁରକ୍ଷା  ଅବହେଳାର ତୁରନ୍ତ ତଦନ୍ତ କରାଯିବ।

author-image
Sujit kumar Swain

Odisha CM
Advertisment
Advertisment