Advertisment

ଠାକୁର ଅଜା ସିଦ୍ଧ ବଳରାମଙ୍କ ରଥଯାତ୍ରା

ଶ୍ରୀଜଗନ୍ନାଥଙ୍କ ଅଜା ଭାବରେ ପରିଚିତ ସତ୍ୟବାଦୀର ସିଦ୍ଧ ବଳରାମଙ୍କ ରଥଯାତ୍ରା। ବକୁଳବନସ୍ଥିତ ସିଦ୍ଧବଳାରମ ମନ୍ଦିରରୁ କୁନିକୁନି ପିଲାମାନେ ଅଜାଙ୍କ ରଥକୁ ଚନ୍ଦନ ମଣ୍ଡପକୁ ଟାଣି ଆଣିଥିଲେ। ପରେ ଠାକୁରଙ୍କୁ ପହଣ୍ଡି କରାଯାଇ ଚନ୍ଦନ ମଣ୍ଡପକୁ ବିଜେ କରାଯାଇଥିଲା।

author-image
Manasranjan Mohanty

ଶ୍ରୀଜଗନ୍ନାଥଙ୍କ ଅଜା ଭାବରେ ପରିଚିତ ସତ୍ୟବାଦୀର ସିଦ୍ଧ ବଳରାମଙ୍କ ରଥଯାତ୍ରା। ବକୁଳବନସ୍ଥିତ ସିଦ୍ଧବଳାରମ ମନ୍ଦିରରୁ କୁନିକୁନି ପିଲାମାନେ ଅଜାଙ୍କ ରଥକୁ ଚନ୍ଦନ ମଣ୍ଡପକୁ ଟାଣି ଆଣିଥିଲେ। ପରେ ଠାକୁରଙ୍କୁ ପହଣ୍ଡି କରାଯାଇ ଚନ୍ଦନ ମଣ୍ଡପକୁ ବିଜେ କରାଯାଇଥିଲା।

Advertisment
Puri Rath Yatra Sakhigopal
Advertisment
Advertisment