Advertisment

Raahgiri Fest: ପିଠା ପଣାରେ ମହକୁଛି, ଝୋଟି ଚିତାରେ ଝଟକୁଛି ଖୋର୍ଦ୍ଧା ସହର

ଖୋର୍ଦ୍ଧା ବ୍ୟାଙ୍କ ଛକରେ ପୌର ପରିଷଦ ପକ୍ଷରୁ ରାହାଗିରି ଚାଲିଛି। ଏଥିରେ ଢେର୍ ଆନନ୍ଦ ନେଇଛନ୍ତି ସ୍ଥାନୀୟ ଲୋକେ।

author-image
Debadatta Aryashrestha
ଅଦ୍ୟତନ ହୋଇଛି

ଖୋର୍ଦ୍ଧା ବ୍ୟାଙ୍କ ଛକରେ ପୌର ପରିଷଦ ପକ୍ଷରୁ ରାହାଗିରି ବା ପଥୋତ୍ସବ ଚାଲିଛି। ରାସ୍ତାଘାଟରେ ଝୋଟି ଚିତା, ଚିତ୍ରାଙ୍କନ ପ୍ରତିଯୋଗିତା ଚାଲିଛି। ନାଚ ଗୀତ ସାଙ୍ଗକୁ ଢେର୍ ଆନନ୍ଦ ନେଇଛନ୍ତି ସ୍ଥାନୀୟ ଲୋକେ।

Advertisment
Odisha News Khordha
Advertisment
Advertisment