ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ସକାଳ ହେଉ କି ସଂଜ...ସବୁବେଳେ ଇଚ୍ଛାହୁଏ ଖାଇବାକୁ ପଖାଳ । ତେବେ ଜାଣନ୍ତୁ କେତେ ପ୍ରକାର ପଖାଳ ଖାଏ ଓଡ଼ିଆ ପୁଅ?
Published: Manoranjan Behera
Last updated: 20 March 2023, 11:13 AM IST
ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ । ଅନାଥ ହୋଇଗଲେ ୫ ଭାଇ-ଭଉଣୀ । ୧୦ ମାସର କୁନି ଭଉଣୀକୁ ବଞ୍ଚାଇବା ଲାଗି ବିସ୍କୁଟ ଖୁଆଉଛି ବଡ଼ ଭଉଣୀ । ମାଆ-ବାପାଙ୍କ ସ୍ନେହ ସାନ ଭାଇଭଉଣୀଙ୍କ ଉପରେ ଅଜାଡି ପକାଉଛି ବଡ଼ ଭଉଣୀ