Advertisment

ଆଜି ନୂଆଖାଇ ବାସୀ, ହସ ଖୁସିରେ ଝୁମିଲେ ଆଦିବାସୀ

କାଲିଗଲା ନୂଆଁଖାଇ। ଆଉ ଆଜି ନୂଆଁଖାଇ ବାସୀ। ଆଦିବାସୀ ପରମ୍ପରାରେ ଆଜି ସମସ୍ତେ ଏକାଠି ହୋଇ ନାଚଗୀତ କରିବା ସହ ଶିକାର କରି ଏକାଠି ରାନ୍ଧି ଖାଆନ୍ତି। ଏ ହେଉଛି କଳାହାଣ୍ଡି ଜିଲ୍ଲା ନୂଆପଡ଼ା ବ୍ଲକ୍ ମାଦଲିଆପଡାର ଆଦିବାସୀଙ୍କ ନୂଆଁଖାଇ ବାସୀ ମଉଜ।

author-image
Debadatta Aryashrestha

କାଲିଗଲା ନୂଆଁଖାଇ। ଆଉ ଆଜି ନୂଆଁଖାଇ ବାସୀ। ଆଦିବାସୀ ପରମ୍ପରାରେ ଆଜି ସମସ୍ତେ ଏକାଠି ହୋଇ ନାଚଗୀତ କରିବା ସହ ଶିକାର କରି ଏକାଠି ରାନ୍ଧି ଖାଆନ୍ତି। ଏ ହେଉଛି କଳାହାଣ୍ଡି ଜିଲ୍ଲା ନୂଆପଡ଼ା ବ୍ଲକ୍ ମାଦଲିଆପଡାର ଆଦିବାସୀଙ୍କ ନୂଆଁଖାଇ ବାସୀ ମଉଜ।

Advertisment
Kalahandi Nuakhai Celebration
Advertisment
Advertisment