Advertisment

ମା’ର ବିଶ୍ରାମ ପୂଜା

ସକାଳୁ ସକାଳୁ ମହାନଦୀରୁ ୧୦୮ ଗରା ପବିତ୍ର ଜଳ ଆସିଲା.. ମାଆକୁ ମାଜଣା କରାଗଲା.. ତା’ପରେ ମଙ୍ଗଳ ଆଳତି, ଦ୍ୱାରପାଳ ପୂଜା, କଳସ ପୂଜା ଆଉ ପଞ୍ଚ ଉପକାର ନୀତିରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା ଚାଲିଛି...

author-image
Otv Khabar Bureau

ସକାଳୁ ସକାଳୁ ମହାନଦୀରୁ ୧୦୮ ଗରା ପବିତ୍ର ଜଳ ଆସିଲା.. ମାଆକୁ ମାଜଣା କରାଗଲା.. ତା’ପରେ ମଙ୍ଗଳ ଆଳତି, ଦ୍ୱାରପାଳ ପୂଜା, କଳସ ପୂଜା ଆଉ ପଞ୍ଚ ଉପକାର ନୀତିରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା ଚାଲିଛି... ପିଲାଠାରୁ ବୟସ୍କ ସମସ୍ତେ ବିଶ୍ରାମ ପୂଜାରେ ମାଆର ଦର୍ଶନ ପାଇବାକୁ ବ୍ୟାକୁଳ..

Advertisment
Banki Maha Nabami
Advertisment
Advertisment