Durga Puja Celebrations At Mutyalu Maa Temple In Koraput
କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମାଆ ମୁତ୍ୟାଲୁମା..ମମତାମୟୀ ମାଆର ଦର୍ଶନ ପାଇଁ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ରୁ ବି ଭକ୍ତ ଛୁଟି ଆସନ୍ତି..ସକାଳର ପ୍ରଥମ ଡାକ ମାଆ ଙ୍କ ନାମରୁ ହିଁ ଆରମ୍ଭ କରନ୍ତି କୋରାପୁଟବାସୀ... ମାଆ ମୁତ୍ୟାଲୁମାଙ୍କ ଦର୍ଶନ କରନ୍ତୁ..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)