volcano
ସ୍ପେନରେ ପୁଣି ଥରେ ଲାଭା ଉଦଗିରଣ। ସ୍ପେନରେ ପ୍ରକୃତିର ତାଣ୍ଡବ। ଲାଭା ଉଦଗିରଣରେ ଶହ ଶହ ମିଟର ଧୁଆଁ ମୟ । ହଜାର ହଜାର ଲୋକ ସ୍ଥାନାନ୍ତର। ସ୍ପେନ୍ର ବିପଦ ଜନକ ଲାପଲମ୍ ଦ୍ୱୀପର ଆଗ୍ନୟଗିରି ପୁଣି ଥରେ ସକ୍ରିୟ ହୋଇଛି। ଏହାର ପ୍ରଭାବ ଏତେ ଯେ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଧୂଆଁର ଆସ୍ତରଣ ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)