Advertisment

ଆମେରିକା ଆଉ ଚାହୁଁ ନାହିଁ ଶୀତଳ ଯୁଦ୍ଧ

ଆମେରିକା କାହା ସହିତ ଆଉ ନୂଆ ଶୀତଳ ଯୁଦ୍ଧ ଚାହେଁ ନାହିଁ । ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକାର ନୂଆ ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନ୍‌ରେ ଚାଲିଥିବା ୨୦ ବର୍ଷ ଯୁଦ୍ଧ ଶେଷ ହୋଇଛି ଏବଂ କୌଣସି ଯୁଦ୍ଧକୁ ଜାରି ରଖିବା ପାଇଁ ଆମେରିକା ଚାହେଁ ନାହିଁ।

author-image
Minati Mishra
ଅଦ୍ୟତନ ହୋଇଛି

ଆମେରିକା କାହା ସହିତ ଆଉ ନୂଆ ଶୀତଳ ଯୁଦ୍ଧ ଚାହେଁ ନାହିଁ । ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକାର ନୂଆ ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନ୍‌ରେ ଚାଲିଥିବା ୨୦ ବର୍ଷ ଯୁଦ୍ଧ ଶେଷ ହୋଇଛି ଏବଂ କୌଣସି ଯୁଦ୍ଧକୁ ଜାରି ରଖିବା ପାଇଁ ଆମେରିକା ଚାହେଁ ନାହିଁ।

Advertisment
Biden Cold War America
Advertisment
Advertisment