Advertisment

ଲୋକାଲ ଟୋକା ଲୁଟେରାକୁ ଧରିଲେ, ବହେ ଛେଚିଲେ

ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍ । ୪୫ ମିନିଟ୍ ଧରି ଲୁଟ୍ ଅପରେସନର ଟେର ପାଇଲାନି ପୋଲିସ୍ । ହେଲେ ସ୍ଥାନୀୟ ଅଞ୍ଚଳର ୭ ଯୁବକ ଲୁଟେରାକୁ କାବୁ କଲେ, ବହେ ଛେଚିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍। ୪୫ ମିନିଟ୍ ଧରି ଲୁଟ୍ ଅପରେସନର ଟେର ପାଇଲାନି ପୋଲିସ୍। ହେଲେ ସ୍ଥାନୀୟ ଅଞ୍ଚଳର ୭ ଯୁବକ ଲୁଟେରାକୁ କାବୁ କଲେ, ବହେ ଛେଚିଲେ। ଏହି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଟଳା ଏସବିଆଇ ଶାଖାରେ। ସମୟ ସନ୍ଧ୍ୟା ପ୍ରାୟ ୬ଟା। 

Advertisment
Bhubaneswar SBI Bank Loot Odisaha
Advertisment
Advertisment