Advertisment

ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫି

କୋଭିଡରେ ଅଭିଭାବକ ହରାଇଥିବା ପିଲାଙ୍କୁ ସିବିଏସଇର ଆଶ୍ୱାସନା । ୨୦୨୧-୨୨ ଶିକ୍ଷା ବର୍ଷରେ ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଲାଗୁ କରାଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି

କୋଭିଡରେ ଅଭିଭାବକ ହରାଇଥିବା ପିଲାଙ୍କୁ ସିବିଏସଇର ଆଶ୍ୱାସନାI ୨୦୨୧-୨୨ ଶିକ୍ଷା ବର୍ଷରେ ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫିI କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଲାଗୁ କରାଯାଇଛି।

Advertisment
COVID-19 CBSE Relaxation Exam Fee
Advertisment
Advertisment