Advertisment

ନିରଜଙ୍କ ନାଁରେ ଆର୍ମି ସ୍ପୋର୍ଟ ଇନଷ୍ଟିଚ୍ୟୁଟ

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କ ନାମରେ ନାମିତ ହେଲା ଆର୍ମି ସ୍ପୋର୍ଟ ଇନଷ୍ଟିଚ୍ୟୁଟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କ ନାମରେ ନାମିତ ହେଲା ଆର୍ମି ସ୍ପୋର୍ଟ ଇନଷ୍ଟିଚ୍ୟୁଟ । ପୁଣେରେ ଥିବା ଆର୍ମି ସ୍ପୋର୍ଟ ଇନଷ୍ଟିଚ୍ୟୁଟକୁ ନିରଜଙ୍କ ନାମରେ ନାମିତ କରାଗଲା। ନିରଜ ଏବେ ଯୁବପିଢିଙ୍କ ପାଇଁ ଏକ ଉଦାହରଣ ବୋଲି ପ୍ରତିରକ୍ଷା ମନ୍ତ୍ରି ରାଜନାଥ ସିଂହଙ୍କ ସମେତ କିଛି ବରିଷ୍ଠ ଅଧିକାରୀ କହିଛନ୍ତି। 

Advertisment
Olympic Gold Medallist Neeraj Chopra
Advertisment
Advertisment