Advertisment

ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ

ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ । ସପଟେ ଧାଡ଼ିରେ ନଥିବା ଲୋକଙ୍କୁ ଟିକା ନେବା ପାଇଁ ଟୋକନ ମିଳିଯାଉଥିବା ଅଭିଯୋଗ ।

author-image
Chandan Shishu
ଅଦ୍ୟତନ ହୋଇଛି

ଦିନେ କି ଦୁଇ ଦିନ ନୁହେଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ରହି ଟିକା ନେବାରୁ ଲୋକେ ବଂଚିତ । ସପଟେ ଧାଡ଼ିରେ ନଥିବା ଲୋକଙ୍କୁ ଟିକା ନେବା ପାଇଁ ଟୋକନ ମିଳିଯାଉଥିବା ଅଭିଯୋଗ  ।

Advertisment
COVID Vaccine Redhakhol
Advertisment
Advertisment