JEE main exam
ଆଜିଠୁ ଆରମ୍ଭ ହେଲା ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା। ଦେଶରୁ ମୋଟ ୭ ଲକ୍ଷ ଏବଂ ଓଡିଶାରୁ ୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଅଗଷ୍ଟ ୨୬,୨୭,୩୧ ଓ ସେପ୍ଟେମ୍ବର ୨ରେ ସାରା ଭାରତରେ ପରୀକ୍ଷା ଅନୁଷ୍ଠିତ ହେବ। ଦେଶର ୩୩୪ ସହରରେ NTA(ନ୍ୟାସନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି) ଦ୍ୱାରା ପରୀକ୍ଷା ପରିଚାଳିତ ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)