Advertisment

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: OIC ମମତା ପଣ୍ତାଙ୍କୁ ପଚରାଉଚରା

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଗୁରାଣ୍ତି ଥାନା ଅଧିକାରୀଙ୍କୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ। ପ୍ରଥମେ ତହସିଲଦାର ଓ ଏବେ ତଦନ୍ତର ଜାଲରେ ପାଳି ପଡିଛି OIC ମମତା ରାଣୀ ପଣ୍ତା।

author-image
Pallipuspa Samal
ଅଦ୍ୟତନ ହୋଇଛି

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଗୁରାଣ୍ତି ଥାନା ଅଧିକାରୀଙ୍କୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ। ପ୍ରଥମେ ତହସିଲଦାର ଓ ଏବେ ତଦନ୍ତର ଆଡୁଆଳରେ ପାଳି ପଡିଛି OIC ମମତା ରାଣୀ ପଣ୍ତା।

Advertisment
Odisha Crime Branch Paralakhemundi ACFMurderCase
Advertisment
Advertisment