Group Clash in Mancheswar
ଭୁବନେଶ୍ୱର ମୁଣ୍ଡାସାହିର ଗୋଷ୍ଠୀ ସଂଘର୍ଷ ଘଟଣା । ଘଟଣାରେ ୨୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନ କରି ତଦନ୍ତ ଚଳାଇଛି ପୋଲିସ । ଗତକାଲିର ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୫ରୁ ୬ ଜଣ ଆହତ ହୋଇଥଇଲେ। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି ଧରି ବ୍ୟାପକ ଭଙ୍ଗାରୁଜା କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)