cuttack murder case
କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ୍ ଶଙ୍କର ଗିରଫ। ଡାଲି ବ୍ୟବସାୟୀ ମହମ୍ମଦ୍ ୟାକୁବଙ୍କୁ ଗୋଦାମ ଆଗରେ ଗୁଳି କରି ହତ୍ୟା କରିଥିଲା। ମୁଖ୍ୟ ଅଭିଯୁକ୍ତ ଶଙ୍କର ୨୦୧୪ ରେ ଓଡିଶା ଛାଡି ଫେରାର ହୋଇଯାଇଥିଲା। କଟକ ଅରବାନ୍ ପୋଲିସ ତାକୁ ରେଲୱେ ଷ୍ଟେସନ୍ ପାଖରୁ ଗିରଫ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)