କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍। କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ୍କୁ ଅନୁମତି ଦେଇଛି ଆମେରିକା। ଇଟ୍ ହାଉସ୍ ଏବେ କହିଛି ଯେଉଁ ଭାରତୀୟ ୨ଟି ଯାକ ଡୋଜ୍ ନେଇଥିବେ ସେମାନେ ଆମେରିକାରେ ପ୍ରବେଶ କରିପାରିବେ। ସେମାନଙ୍କୁ ଆମେରିକାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।
Published: Minati Mishra
Last updated: 22 September 2021, 02:32 PM IST
DRDO ତଥ୍ୟ ଲିକ୍ ଘଟଣାର ଆଉ ଏକ ଖୁଲାସା। ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା। ଅଭିଯୁକ୍ତଙ୍କୁ ଜେରା ବେଳେ ମିଳିଛି ଏହି ଖବର। ୟୁକେ ନମ୍ବରରେ ୫ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ ସେହି ମହିଳା । ପରେ ଦୁବାଇରୁ ଆସୁଥିଲା ଟଙ୍କା। ହନିଟ୍ରାପ୍ ମାଧ୍ୟମରେ ମହିଳା ଜଣକ DRDO କର୍ମଚାରୀଙ୍କୁ ଫସାଇଥିଲେ।