Advertisment

'ସିଟି ବସକୁ ଶାଗମାଛ ଦରରେ କବାଡ଼ିଆଙ୍କୁ ବିକି ଦେଲେ ସରକାର'

୧୨୧ଟି ସିଟି ବସକୁ ଶାଗମାଛ ଦରରେ କବାଡ଼ିବାଲାକୁ ବିକ୍ରି ଘଟଣାରେ ତେଜିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛି ବିଜେପି ।

author-image
Chandan Shishu
ଅଦ୍ୟତନ ହୋଇଛି

୧୨୧ଟି ସିଟି ବସକୁ ଶାଗମାଛ ଦରରେ କବାଡ଼ିବାଲାକୁ ବିକ୍ରି ଘଟଣାରେ ତେଜିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛି ବିଜେପି। ଓଡିଶା ରାଜ କୋଶରୁ ୨୨ କୋଟି ସ୍ୱାହା କରିଛି ସରକାର ବୋଲି ଅଭିଯୋଗ ଆଣିଛନ୍ତି।

Advertisment
City Bus BJP Protest Bhubaneswar Odisha
Advertisment
Advertisment