କେମିତି କରୁଥିଲେ ଏଟିଏମ୍ ଲୁଟ୍, ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରି ଡେମୋ କରୁଛି କମିଶନରେଟ୍ ପୋଲିସ । କେଉଁଠି ରଖିଛନ୍ତି ଲୁଟ୍ ଟଙ୍କା । ପଚରାଉଚରା କଲା ପୋଲିସ । ଏମାନେ ଗତ ୬ମାସ ମଧ୍ୟରେ ୩୦ଟି ଏଟିଏମ ଲୁଟ୍ କରିଥିବାର ସୂଚନା ଦେଇଛନ୍ତି । ପ୍ରତି ଏଟିଏମରେ ଏକ ସ୍ୱତନ୍ତ୍ର ଡିଭାଇସ୍ ଲଗାଇ ଲୁଟ୍ କରିଥିଲେ ଟଙ୍କା।
Published: Satyendu Shekher Mishra
Last updated: 30 August 2021, 10:42 PM IST
କ୍ଷମତା ଦଖଲ ପରେ ତାଲିବାନର ଦମନଲୀଳା। ସହ ଶିକ୍ଷା ଉପରେ ଜାରି କଲା କଟକଣା, ପୁରୁଷ ଶିକ୍ଷକମାନେ ଝିଅମାନଙ୍କୁ ପଢାଇ ପାରିବେନି ପାଠ । ଗୋଟିଏ ଶ୍ରେଣୀରେ ପୁଅ, ଝିଅ ଏକାଠି ପାଠ ପଢି ପାରିବେ ନାହିଁ ।