Raksha Bandhan,
ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଫିକା ପଡିପାରେ ରାକ୍ଷୀ ପୂର୍ଣ୍ଣିମା । ବଜାରରେ ଜମିଛି ଭିଡ । ନିଜ ଭାଇ ପାଇଁ ଭଉଣୀମାନେ କିଣୁଛନ୍ତି ଭଳିକି ଭଳି ରାକ୍ଷୀ । କିଛି ଜିଲ୍ଲା ଓ ସହରମାନଙ୍କରେ ସଟଡାଉନ୍ ଲାଗୁ ହୋଇଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଟକଣା ମଧ୍ୟରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)