Afghan Crisis | Price Of Food, Water Bottle Out Side Kabul Airport Hits Ceiling
କାବୁଲ ଏୟାରପୋର୍ଟରେ ଖାଦ୍ୟ ଓ ପାଣି ଦାମ ଆକାଶଛୁଆଁ ହୋଇଛି । ଗୋଟିଏ ବୋତଲପାଣି କିଣିବାକୁ ହେଲେ ୪୦ ଡଲାର ଅର୍ଥାତ୍ ୩ ହଜାର ଟଙ୍କା ଏବଂ ଗୋଟିଏ ପ୍ଲେଟ ଭାତ କିଣିବାକୁ ହେଲେ ୧୦୦ ଡଲାର ଅର୍ଥାତ୍ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏୟାରପୋର୍ଟରେ ଖାଦ୍ୟ ବା ପାଣି ଯାହା ବି କିଣିଲେ ଆଫାଗାନିସ୍ତନ କରେନ୍ସି ନେଉ ନାହାନ୍ତି । କେବଳ ଡଲାର ପେମେଣ୍ଟକୁ ହିଁ ଗ୍ରହଣ କରାଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)