Advertisment

ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ

ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ। ରେଳ ଷ୍ଟେସନ ନିକଟ ବ୍ରିଜ ତଳୁ ଉଦ୍ଧାର କଲେ ସ୍ଥାନୀୟ ମହିଳା। ଶିଶୁପୁତ୍ରକୁ କେହି ବ୍ୟାଗରେ ପୂରାଇ ଫିଙ୍ଗି ଦେଇଥିବା ସନ୍ଦେହ।

author-image
Pallipuspa Samal
ଅଦ୍ୟତନ ହୋଇଛି

ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ। ରେଳ ଷ୍ଟେସନ ନିକଟ ବ୍ରିଜ ତଳୁ ଉଦ୍ଧାର କଲେ ସ୍ଥାନୀୟ ମହିଳା। ଶିଶୁପୁତ୍ରକୁ କେହି ବ୍ୟାଗରେ ପୂରାଇ ଫିଙ୍ଗି ଦେଇଥିବା ସନ୍ଦେହ। ବ୍ରିଜ ତଳୁ ଶିଶୁପୁତ୍ରର କାନ୍ଦ ଶୁଣି ସ୍ଥାନିୟ ଲୋକ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇ ଯାଇଥିଲେ। ଶିଶୁଟି ସୁସ୍ଥ ଥିବାର ସୂଚନା ଦେଇଛି ବଲାଙ୍ଗିର ଟାଉନ୍ ପୋଲିସ।

Advertisment
Balangir Child Rescue Odisha
Advertisment
Advertisment