Building Collapsed
ଭୁଶୁଡ଼ିଲା ୩ ମହଲା କୋଠା। ମହାରାଷ୍ଟ୍ର ଜଲଗା ଜିଲ୍ଲାର ପାଚୋରା ସହରରେ ହଠାତ୍ ଭୁଶୁଡ଼ିଲା ୩ ମହଲା କୋଠା I ମାତ୍ର ୫ ବର୍ଷ ତଳେ ଏହି କୋଠାଟି ନିର୍ମାଣ ହୋଇଥିଲାI ସୋଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭୁଲ ଟେକନିକ୍ରେ କୋଠାଟି ନିର୍ମାଣ ହୋଇଥିବାରୁ ଏହା ଭୁଶୁଡି ପଡିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)