Advertisment

ପାଟି ଫିଟାଇଲେ ଯାତ୍ରାରେ ତୁମକୁ କାମ ମିଳିବନି

ଯାତ୍ରା ମାଲିକ ସଂଘ ଏଭଳି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି କଳାକାର ସଂଘ ବିରୁଦ୍ଧରେ। ପାଟି ଫିଟାଇଲେ ଯାତ୍ରାରେ ତୁମକୁ କାମ ମିଳିବନି ବୋଲି ସ୍ଥିର ହୋଇଥିବା ଜଣାପଡିଛି। ଶୁକ୍ରବାର ରାତି ତମାମ କିଛି ଯାତ୍ରା ମାଲିକ ଆଲୋଚନା କରିଥିବା ଜଣାପଡିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି

Jatra Artistes
Advertisment
Advertisment